Meaning : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
Example :
ଶ୍ୟାମ ଆଜି ଆସିବ ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
Synonyms : ଆଗମନ କରିବା, ଆସିବା, ପହଞ୍ଚିବା
Translation in other languages :
Meaning : ଘଟିବା ବା ଆରମ୍ଭ ହେବା
Example :
ମୋତେ ନିଦ ଆସୁଛି
Synonyms : ଆଗମନ ହେବା, ଆରମ୍ଭ ହେବା, ଆସିବା, ଘଟିବା
Translation in other languages :
Meaning : ଭିତରକୁ ଯିବା
Example :
ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
Synonyms : ଆସିବା, ପଶିବା, ପ୍ରବେଶ କରିବା, ଭିତରକୁ ଆସିବା
Translation in other languages :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।