Meaning : କୌଣସି ବିଚାର ବା ମତ ଭଲଭାବରେ କାହା ସମ୍ମୁଖରେ ରଖିବା ପ୍ରକ୍ରିୟା ବା ଭାବ
Example :
ଏହି କବିତାରେ କବି ଖୁବ ଭଲରୂପେ ମାତୃତ୍ୱ ଭାବର ଉପସ୍ଥାପନ କରିଛନ୍ତି
Translation in other languages :
Inventing or contriving an idea or explanation and formulating it mentally.
conceptualisation, conceptualization, formulation