Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଉପସଂହାର from ଓଡ଼ିଆ dictionary with examples, synonyms and antonyms.

ଉପସଂହାର   ବିଶେଷ୍ୟ

Meaning : ସମାପ୍ତ ହେବା କ୍ରିୟା ବା ଭାବ

Example : ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା

Synonyms : ଅନ୍ତ, ଅବସାନ, ଇତି, ଇତିଶ୍ରୀ, ପରିଶେଷ, ସମାପ୍ତି


Translation in other languages :

The act of ending something.

The termination of the agreement.
conclusion, ending, termination

Meaning : କୌଣସି ବସ୍ତୁଆଦିର ସମାପ୍ତ ହେବା ଅବସ୍ଥା ବା ଭାବ

Example : କଳିଯୁଗର ଅନ୍ତ ନିଶ୍ଚିତ

Synonyms : ଅନ୍ତ, ଅବସାନ, ଇତି, ଶେଷ, ସମାପ୍ତି

Meaning : କୌଣସି ବହିର ଶେଷରେ ଥିବା ଅଂଶ ଯେଉଁଥିରେ ତାର ଉଦ୍ଦେଶ୍ୟ ବିଷୟରେ ସଂକ୍ଷେପରେ କୁହାଯାଇଥାଏ

Example : ମୁଁ ଉପସଂହାର ପଢ଼ି ହିଁ ବୁଝିଯାଏ ଯେ ଉପନ୍ୟାସଟି କିପରି ହୋଇଥିବ


Translation in other languages :

किसी पुस्तक का अंतिम प्रकरण जिसमें उसका उद्देश्य संक्षेप में बतलाया गया हो।

मैं उपसंहार पढ़कर ही समझ जाती हूँ कि उपन्यास कैसा है।
उपसंहार

A short passage added at the end of a literary work.

The epilogue told what eventually happened to the main characters.
epilog, epilogue

Meaning : କୌଣସି ଘଟଣା ଆଦିର ନିଷ୍ପାଦନୀୟ ବା ଅନ୍ତିମ ଭାଗ

Example : ଏହି ପୁସ୍ତକର ଶେଷଭାଗ ପଢ଼ିବାପରେ ହିଁ ଆପଣ କୌଣସି ନିଷ୍କର୍ଷରେ ପହଞ୍ଚିବେ

Synonyms : ଅନ୍ତ, ଅନ୍ତିମ ଭାଗ, ଇତି, ଶେଷଭାଗ


Translation in other languages :

किसी घटना आदि का निष्पादनीय या अंतिम भाग।

इस पुस्तक का अंत पढ़ने के बाद ही आप किसी निष्कर्ष पर पहुँचेंगे।
अंत, अन्त, उपसंहार