Meaning : ଯେଉଁ ଗୁଣ ବା ତତ୍ୱଦ୍ୱାରା କୌଣସି ବସ୍ତୁର ମହତ୍ତ୍ୱ ବା ମାନ ନିର୍ଦ୍ଧାରଣ କରାଯାଏ
Example :
ସମୟର ଉପଯୋଗିତାକୁ ନ ବୁଝିପାରିବା ଲୋକ ପଶ୍ଚାତ୍ତାପ କରନ୍ତି
Synonyms : ପ୍ରୟୋଜନୀୟତା
Translation in other languages :
वह गुण या तत्व जिसके कारण किसी वस्तु का महत्व या मान होता है।
समय की उपयोगिता को न समझनेवाले पछताते हैं।Meaning : କାମରେ ଆସିବାର ଯୋଗ୍ୟତା
Example :
ବସ୍ତୁର ଉପଯୋଗିତା ଅନୁରୂପରେ ହିଁ ଆମକୁ ତାହାର ଚୟନ କରିବାକୁ ପଡ଼େ
Translation in other languages :
Meaning : ଉପଯୋଗରେ ଆସିବାର ଅବସ୍ତା ବା ଭାବ
Example :
ଲୋକଙ୍କର ଉପଯୋଗିତାକୁ ଧ୍ୟାନରେ ରଖି ସୁଲଭ ଶୌଚାଳୟ ନିର୍ମାଣ କରାଯାଉଅଛି
Synonyms : ଉପାଦେୟତା
Translation in other languages :