Meaning : କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
Example :
ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
Synonyms : କାମ, ପ୍ରୟୋଗ, ବିନିଯୋଗ, ବ୍ୟବହାର
Translation in other languages :
The act of using.
He warned against the use of narcotic drugs.