Meaning : ଉପଯୁକ୍ତ ହେବାର ଅବସ୍ଥା ବା ଭାବ
Example :
ସାମଗ୍ରୀ ଗୁଡ଼ିକର ସମୀଚୀନତା ଦେଖି ସେଗୁଡ଼ିକ କିଣିବା ଉଚିତ୍
Synonyms : ଉଚିତତା, ଔଚିତ୍ୟ, ଯଥାର୍ଥତା, ସମୀଚୀନତା, ସମୁଚିତତା
Translation in other languages :
The quality of having the properties that are right for a specific purpose.
An important requirement is suitability for long trips.Meaning : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
Example :
ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ
Synonyms : କ୍ଷମତା, ପରଖ, ଯୋଗ୍ୟତା, ସାମର୍ଥ୍ୟ
Translation in other languages :
ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।
प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।An attribute that must be met or complied with and that fits a person for something.
Her qualifications for the job are excellent.Meaning : ସଂଗତ ହେବା ଅବସ୍ଥା ବା ଭାବ
Example :
ପରିସ୍ଥିତିର ସଂଗତତା କାରଣରୁ ସେ ଜୀବନରେ ସଫଳ ହୋଇପାରିଲା
Synonyms : ଯୌକ୍ତିକତା, ସଂଗତତା, ସଙ୍ଗତତା, ସମ୍ବନ୍ଧ, ସାମଞ୍ଜସ୍ୟତା
Translation in other languages :
Logical coherence and accordance with the facts.
A rambling argument that lacked any consistency.