Meaning : ଯେଉଁ ବସ୍ତୁ କୌଣସି ଅନ୍ୟ ବସ୍ତୁସଦୃଶ ବୋଲି କୁହାଯାଇଛି
Example :
କମଳନୟନରେ କମଳ ଉପମେୟ
Translation in other languages :
Meaning : ଉପମାର ଯୋଗ୍ୟ
Example :
ସାହିତ୍ୟରେ ପ୍ରତ୍ୟେକ ପ୍ରାକୃତିକ ବସ୍ତୁକୁ ଉପମେୟ ଭାବେ ଗ୍ରହଣ କରାଯାଏ
Translation in other languages :
Able to be compared or worthy of comparison.
comparable