Meaning : କୌଣସି ବିଭାଗ ଅର୍ନ୍ତଗତ ଏକ ଛୋଟ ବିଭାଗ
Example :
ଡାକ୍ତରଖାନାରେ ଅନେକ ଉପବିଭାଗ ଥାଏ
Synonyms : ଅନୁଭାଗ
Translation in other languages :
A distinct region or subdivision of a territorial or political area or community or group of people.
No section of the nation is more ardent than the South.Meaning : ବିଭାଗର ଅନ୍ତର୍ଗତ ଛୋଟ ବିଭାଗ
Example :
କାମର ଆଧିକ୍ୟ ଯୋଗୁଁ ଏହି ବିଭାଗକୁ ଦୁଇଟି ଉପବିଭାଗରେ ବିଭକ୍ତ କରିଦିଆଯାଇଛି
Synonyms : ଅନ୍ତର୍ବର୍ଗ
Translation in other languages :