Subscribe
URL of the page has been copied to clipboard.
Meaning : ଯେଉଁ ବ୍ରତରେ ଭୋଜନ କରାଯାଏ ନାହିଁ
Example : ସେ ପ୍ରତ୍ୟେକ ଏକାଦଶୀରେ ଉପବାସ ରହେ
Synonyms : ଉପାସ
Translation in other languages :हिन्दी English
वह व्रत जिसमें भोजन नहीं किया जाता।
Abstaining from food.
Meaning : କିଛି ସମୟପାଇଁ ଖାଦ୍ୟ ତ୍ୟାଗ କରିବାର ଅବସ୍ଥା
Example : କେବେ କେବେ ଉପବାସ କରିବା ଉଚିତ
Synonyms : ନିରାହାର ବ୍ରତ
अन्न का परित्याग।
Install App