Meaning : ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇ ବସବାସ କରିବା କ୍ରିୟା
Example :
ଇଂଗ୍ରେଜମାନଙ୍କ ଭାରତରେ ଉପନିବେଶ ଏହି ସମୟରେ ହୋଇଥିଲା ଯେତେବେଳେ ଭାରତ ଛୋଟ-ଛୋଟ ରାଜ୍ୟରେ ବିଭକ୍ତ ଥିଲା
Translation in other languages :
एक स्थान से दूसरे स्थान पर जाकर बसने की क्रिया।
अंग्रेजों का भारत में उपनिवेश उस समय हुआ जब भारत छोटे-छोटे राज्यों में विभक्त था।The movement of persons from one country or locality to another.
migrationMeaning : ନିଜ ଘରଠାରୁ ଦୂରକୁ ଯାଇ ବସବାସ କରୁଥିବା ଲୋକସମୂହ ଯେଉଁମାନେ ସ୍ୱଦେଶ ସହ ସଂପର୍କ ଜାରି ରଖିଥାନ୍ତି
Example :
ଉପନିବେଶଙ୍କ ପାଖରେ ନିଜ ଦେଶର ରାଷ୍ଟ୍ରୀୟତା ରହିଥାଏ
Translation in other languages :
Meaning : ରାଜନୈତିକ ରୂପରେ ଗୋଟିଏ ଦୂର ଦେଶଦ୍ୱାରା ନିୟନ୍ତ୍ରିତ ହେଉଥିବା ଏକ ଭୌଗଳିକ କ୍ଷେତ୍ର
Example :
ଏହି ଉପନିବେଶ ଆମେରିକାଦ୍ୱାରା ନିୟନ୍ତ୍ରିତ
Translation in other languages :
Meaning : ଅନ୍ୟ ସ୍ଥାନରୁ ଆସିଥିବା ଲୋକଙ୍କ ବସ୍ତି
Example :
ପ୍ରଥମେ ପ୍ରଥମେ ଇଂରେଜମାନେ ଭାରତରେ ଅନେକ ଜାଗାରେ ନିଜର ଉପନିବେଶ ସ୍ଥାପନ କରିଥିଲେ
Synonyms : କଲୋନି
Translation in other languages :