Meaning : ରୋଗ ଦୂର କରିବାର ଉପାୟ ବା ପ୍ରକ୍ରିୟା
Example :
ଗାଁର ରୋଗୀମାନଙ୍କୁ ଚିକିତ୍ସାପାଇଁ ସହର ଯିବାକୁ ପଡ଼ିଥାଏ ଏହି ରୋଗର ପ୍ରତିକାର କଣ ହେବ?
Synonyms : ଚିକିତ୍ସା, ଡାକ୍ତରୀ ଚିକିତ୍ସା, ରୋଗ ପ୍ରତିକାରକ, ରୋଗଉପଚାର
Translation in other languages :