Meaning : କୌଣସି ବିଶେଷ କର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ କରାଯାଉଥିବା କାମ
Example :
ସୀମାର ବାହାଘର ପ୍ରସ୍ତୁତି ବଡ଼ ଜୋରସୋରରେ ଚାଲୁଛି
Translation in other languages :
The activity of putting or setting in order in advance of some act or purpose.
Preparations for the ceremony had begun.Meaning : କାର୍ଯ୍ୟର ଆରମ୍ଭ
Example :
ଏହି କାର୍ଯ୍ୟର ଅନୁକୂଳ କେବେ ହେବ ?
Synonyms : ଅନୁକୂଳ
Translation in other languages :
The act of starting something.
He was responsible for the beginning of negotiations.Meaning : କୈଣସି ଏଭଳି କାମର ଆରମ୍ଭ ଯାହାର ପ୍ରତିକାରରେ କିଛି କରିବାର ସଂଭାବନା ଥାଏ
Example :
ରାଜା ରାମମୋହନ ରାୟ ବିଧବା ବିବାହର ସୂତ୍ରପାତ କରିଥିଲେ
Synonyms : ସୂତ୍ରପାତ
Translation in other languages :