Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଉନ୍ମୋଚିତ କରିବା from ଓଡ଼ିଆ dictionary with examples, synonyms and antonyms.

ଉନ୍ମୋଚିତ କରିବା   କ୍ରିୟାପଦ

Meaning : ଗୁପ୍ତ ବା ଗୂଢ଼ କଥା ପ୍ରକଟ ବା ସ୍ପଷ୍ଟ କରିବା

Example : ସେ ନିଜ ପ୍ରେମ ବିବାହର ଗୋପନ କଥା ପ୍ରକାଶ କଲାସାମ୍ବାଦିକମାନେ ସହରର କଥାକଥିତ ପ୍ରତିଷ୍ଠିତ ଲୋକମାନଙ୍କ ମୁଖା ଖୋଲିଦେଲେ

Synonyms : ଖୋଲିବା, ପର୍ଦାଫାଶ କରିବା, ପ୍ରକାଶ କରିବା


Translation in other languages :