Meaning : ଓପଡା ହୋଇଛି ବା ଯାହାର ଉନ୍ମୂଳନ କରାଯାଇଛି
Example :
ଉନ୍ମୂଳିତ ଗଛର ପୁନରୋପଣ କରାଗଲା
Synonyms : ଓପଡା ହୋଇଥିବା
Translation in other languages :
Meaning : ଉନ୍ମୂଳନ କରିବା ବା ଉଖାଡିବା ଯୋଗ୍ୟ
Example :
କୃଷକ ବିଲରୁ ଉନ୍ମୂଳିତ ଘାସକୁ ବାହାର କରୁଛି ଆତଙ୍କବାଦକୁ ବିଶ୍ବର ଶୀଘ୍ର ଉନ୍ମୂଳିତ ସମସ୍ୟା ରୂପରେ ଦେଖାଇବା ଉଚିତ
Translation in other languages :
Able to be eradicated or rooted out.
eradicable