Meaning : ସମସ୍ତଙ୍କ ସାମନାରେ ବା ଖୋଲାଖୋଲିଭାବେ
Example :
ସମସ୍ତଙ୍କ ଆଗରେ ସେ ନିଜ କଥା କହିଦେଲା
Synonyms : ଖୋଲାଖୋଲି, ଗୁପ୍ତନରଖି, ମୁକ୍ତଭାବରେ, ସମସ୍ତଙ୍କଆଗରେ
Translation in other languages :
सबके सामने या खुल कर।
खुलेआम उसने अपनी बात कह दी।