Meaning : ଯାହା ବନ୍ଧା ହୋଇନାହିଁ
Example :
ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି
Synonyms : ଖୋଲା, ବନ୍ଧନମୁକ୍ତ, ବନ୍ଧନହୀନ, ମୁକ୍ତ
Translation in other languages :
Not restrained or tied down by bonds.
unboundMeaning : ଯେଉଁଥିରେ ସ୍ୱୀକାର କରିବା ବା କିଛି କରିବାର ସମ୍ଭାବନା ଥାଏ
Example :
ପ୍ରଶ୍ନପାଇଁ ଏହି ବିଷୟ ଉନ୍ମୁକ୍ତ ରହିଛି
Synonyms : ଖୋଲା
Translation in other languages :