Meaning : ମସ୍ତିଷ୍କର ଯେଉଁ ରୋଗରେ ମନ ଓ ବୁଦ୍ଧିର ସନ୍ତୁଳନ ବିଗିଡ଼ି ଯାଏ
Example :
ଅତ୍ୟଧିକ ଦୁଃଖ କାରଣରୁ ସେ ଉନ୍ମାଦ ହୋଇଗଲା
Synonyms : ଉନ୍ମତ୍ତତା, ଚିତ୍ତବିଭ୍ରମ, ପାଗଳପଣ, ପାଗଳାମି, ପ୍ରମାଦ, ସ୍ମୃତିବିଭ୍ରମ
Translation in other languages :
मस्तिष्क का वह रोग जिसमें मन और बुद्धि का संतुलन बिगड़ जाता है।
अत्यधिक शोक के कारण उसे उन्माद हो गया।Relatively permanent disorder of the mind.
insanityMeaning : ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
Example :
ରାମ ନିଜ ଆଖି ଆଗରେ ନିଜ ଘର ଭାଙ୍ଗିଯିବା ଦେଖି ପାଗଳ ହୋଇଗଲା
Translation in other languages :
Meaning : ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
Example :
ସେ ଜଣେ ପାଗଳ ବ୍ୟକ୍ତି
Translation in other languages :