Meaning : ଯାହାଦ୍ୱାରା ଉନ୍ନତି ହୁଏ
Example :
ସରକାରଙ୍କ ନୂଆ ଯୋଜନାସବୁ ସମାଜପାଇଁ ଉନ୍ନତି କାରକ ପ୍ରମାଣିତ ହେବ
Synonyms : ଉନ୍ନତିକାରୀ
Translation in other languages :
जिससे उन्नति हो।
सरकार की नई योजनाएँ समाज के लिए उन्नतिकारी साबित होंगी।