Subscribe
URL of the page has been copied to clipboard.
Meaning : ବହୁତ ବଡ଼ ଓ ବିଶେଷ ଉଚ୍ଚତାଯୁକ୍ତ ବା ଯାହାର ବିସ୍ତ୍ରୃତି ଉପର ଆଡ଼କୁ ହୋଇଛି
Example : ଏଭେରେଷ୍ଟ ହିମାଳୟର ସବୁଠୁଁ ଉଚ୍ଚ ଶିଖର ତାର ଲଲାଟ ଉଚ୍ଚ ମୟଙ୍କ ଆଣ୍ଠୁପର୍ଯ୍ୟନ୍ତ ଉଚ୍ଚ ପ୍ୟାଣ୍ଟ ପିନ୍ଧେ
Synonyms : ଉଚ୍ଚ, ଉଚ୍ଚା, ଉଞ୍ଚ, ଉଞ୍ଚା, ଉତ୍ତୁଙ୍ଗ, ତୁଙ୍ଗ
Translation in other languages :हिन्दी
बहुत बड़ा या विशेष ऊँचाई का या जिसका विस्तार ऊपर की ओर अधिक हो।
Meaning : ଯେ ଅଧିକ ଭଲ
Example : ପଢ଼ାରେ ରାଘବ ମାଧବ ଠାରୁ ଉତ୍ତମ
Synonyms : ଅଗ୍ରଗଣ୍ୟ, ଅଧିକ, ଉତ୍ତମ, ଉନ୍ନତତର, ବେଶୀ, ଶ୍ରେୟସ୍କର
जो अधिक अच्छा हो।
Meaning : ଯେ ଉଚ୍ଚ ବା ଯେଉଁଥିରେ ବହୁତ ସଂଶୋଧନ ହୋଇଛି
Example : ଆମେରିକା ଗୋଟିଏ ବିକଶିତ ରାଷ୍ଟ୍ର
Synonyms : ଅଭ୍ୟୁଥିତ, ବିକଶିତ, ସୁବିକଶିତ
Translation in other languages :हिन्दी English
जिसका अत्यधिक विकास हुआ हो, विशेष रूप से प्रौद्योगिकी या उद्योग के क्षेत्र में।
(used of societies) having high industrial development.
Install App