Meaning : ପରିଶ୍ରମ କରିବା ବ୍ୟକ୍ତି
Example :
ପରିଶ୍ରମୀକୁ ଅବଶ୍ୟ ସଫଳତା ମିଳେ
Synonyms : ଅଦ୍ଧ୍ୟବସାୟୀ, କର୍ମଠ, କର୍ମଶୀଳ, ପରିଶ୍ରମୀ
Translation in other languages :
One who works strenuously.
toilerMeaning : ପ୍ରଯତ୍ନ ବା ଉଦ୍ୟମ କରୁଥିବା ବ୍ୟକ୍ତି
Example :
ସଚ୍ଚୋଟ ଉଦ୍ୟମୀପାଇଁ କିଛି ବି ଅସମ୍ଭବ ନୁହେଁ
Translation in other languages :
प्रयत्न या उद्यम करने वाला व्यक्ति।
सच्चे प्रयासी के लिए कुछ भी असंभव नहीं।Meaning : ଯେ ପ୍ରଯତ୍ନ ବା ଚେଷ୍ଟାରେ ଲାଗିରହିଛି ବା ପ୍ରୟାସ କରିବାବାଲା
Example :
ଉଦ୍ୟମୀ ବ୍ୟକ୍ତିପାଇଁ କିଛି ଅସମ୍ଭବ ନୁହେଁ
Synonyms : ଉଦ୍ୟୋଗୀ, ପ୍ରଯତ୍ନଶୀଳ, ପ୍ରୟାସଶୀଳ, ପ୍ରୟାସୀ
Translation in other languages :
Willing to take risks in order to make a profit.
entrepreneurial