Meaning : ଉପାୟ ବା ଉଦ୍ୟମ ନ କରିବା ବ୍ୟକ୍ତି
Example :
ଉଦ୍ୟମହୀନ ବ୍ୟକ୍ତି ସମସ୍ୟାରେ ବୁଡ଼ିରହେ
Synonyms : ଅପ୍ରତିକାର
Translation in other languages :
Meaning : ଯେ ଉଦ୍ୟମୀ ନୁହେଁ ବା ଉଦ୍ୟମ କରେନାହିଁ
Example :
ଉଦ୍ୟମହୀନ ବ୍ୟକ୍ତିର ଜୀବନ କଠିନତାରେ ଭରା ହୋଇଥାଏ
Synonyms : ଉଦଯୋଗହୀନ, ପୁରୁଷାର୍ଥହୀନ
Translation in other languages :