Meaning : କୌଣସି ବନ୍ଧନ ବା କାମରୁ ମୁକ୍ତ ହେବା
Example :
ମୁନିଋଷି ମାନେ ନିଜ ସାଧନା ବଳରେ ସଂସାରିକ ଦୁଃଖରୁ ନିଜକୁ ମୁକ୍ତ କରିଥିଲେ
Synonyms : ଉଦ୍ଧାର ପାଇବା, ନିସ୍ତାର ପାଇବା, ମୁକ୍ତ କରିବା, ମୁକ୍ତି ପାଇବା
Translation in other languages :
किसी बंधन या काम से मुक्त होना।
ऋषि अपनी साधना के बल पर संसार के दुःखों से उबरता है।Bring into safety.
We pulled through most of the victims of the bomb attack.Meaning : ଛାଡ଼ିବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ମୋହନ ସୋହନକୁ ସିପାହୀଠାରୁ ମୁକ୍ତି କରାଇଲା
Synonyms : ପରିତ୍ରାଣ କରାଇବା, ମୁକ୍ତି କରାଇବା
Translation in other languages :
Meaning : ନିସ୍ତାର ବା ଉଦ୍ଧାର କରିବା
Example :
ସେ ମୋତେ ଏହି ବିପଦରୁ ଉଦ୍ଧାର କଲା
Synonyms : ଉତ୍ତାରିବା, ବାହାର କରିବା
Translation in other languages :
Meaning : ଭବବାଧା ଦୂରକରିବା
Example :
ଭଗବାନ ହିଁ ଆମ ସମସ୍ତଙ୍କୁ ତାରିବେ
Synonyms : ଉଦ୍ଧାରିବା, ତାରଣ କରିବା, ତାରିବା, ନିସ୍ତାର କରିବା, ମୁକ୍ତିଦେବା
Translation in other languages :
भव बाधा दूर करना या भव बंधन से मुक्त रखना।
भगवान ही हम सबको तारेंगे।