Meaning : ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ
Example :
ସେ ଭାରି ଉଦାସ ଦେଖାଯାଉଛି
Synonyms : ଅନ୍ୟମନସ୍କତା, ଅପ୍ରସନ୍ନତା, ଅସନ୍ତୁଷ୍ଟି, ଉଦାସ, ଉଦାସୀନତା
Translation in other languages :
उदास होने की अवस्था या भाव।
उसके चेहरे पर उदासी छायी हुई थी।