Meaning : ଯାହାର ହୃଦୟ ବଡ଼
Example :
ଉଦାର ରାଜା ନିଜର ରାଜସିଂହାସନ ଓ ରାଜ୍ୟ ଦାନ କରି ବଣକୁ ଚାଲିଗଲେ
Synonyms : ଉଦାର, ଉଦାରଚିତ୍ତ, ବିଶାଳହୃଦୟ, ହୃଦୟବାନ
Translation in other languages :
Generous and understanding and tolerant.
A heart big enough to hold no grudges.