Meaning : ହଇରାଣ କରୁଥିବା କଥାଆଦି
Example :
ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ
Synonyms : ଅସୁବିଧା, ଅସ୍ତବ୍ୟସ୍ତତା, ହଇରାଣ
Translation in other languages :
A situation or condition that is complex or confused.
Her coming was a serious complication.Meaning : ଉଦବିଗ୍ନ ହେବାର ଅବସ୍ଥା ବା ଭାବ
Example :
ଉଦବିଗ୍ନତା କାରଣରୁ ଏହି କାର୍ଯ୍ୟରେ ମୁଁ ନିଜର ମନୋନିବେଶ କରିପାରୁନାହିଁ
Synonyms : ଆକୁଳତା, ଆତୁରତା, ବିକଳତା, ବ୍ୟାକୁଳତା
Translation in other languages :
आकुल होने की अवस्था या भाव।
आकुलता के कारण मैं इस कार्य पर अपना ध्यान केन्द्रित नहीं कर पा रहा हूँ।