Meaning : କୌଣସି ପ୍ରଭାବଶାଳି ବ୍ୟକ୍ତିକୁ ଲକ୍ଷକରି କହିବା କିମ୍ବା କରିବାପାଇଁ ହେଉଥିବା ସଂକେତ
Example :
ମୋତେ ଚିତ୍ରକଳାର ପ୍ରେରଣା ମାଆଙ୍କଠାରୁ ମିଳିଛି
Synonyms : ପ୍ରେରଣା
Translation in other languages :
किसी प्रभावशाली व्यक्ति या क्षेत्र की ओर से कुछ कहने या करने के लिए होनेवाला संकेत।
मुझे चित्रकला की प्रेरणा माँ से मिली।Meaning : କିଛି କରିବାପାଇଁ କାହାରି ଉତ୍ସାହ ବଢ଼ାଇବାର ପ୍ରକ୍ରିୟା
Example :
ସେ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ
Synonyms : ପ୍ରୋତ୍ସାହ, ପ୍ରୋତ୍ସାହନ
Translation in other languages :
कुछ करने के लिए किसी का उत्साह बढ़ाने की क्रिया।
वह प्रतियोगियों को प्रोत्साहन दे रहा था।Meaning : ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
Example :
ସଚିନ ଉତ୍ସାହ ସହିତ ବଲ୍ ମାରୁଛନ୍ତି
Synonyms : ଆଗ୍ରହ, ଉଲ୍ଲାସ, ଯତ୍ନ
Translation in other languages :
A feeling of excitement.
enthusiasmMeaning : କୌଣସି କାମପାଇଁ ହେଉଥିବା ଉତ୍ସାହ
Example :
ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
Synonyms : ଚଞ୍ଚଳତା, ତେଜ, ଫୂର୍ତ୍ତି, ସ୍ପୂର୍ତ୍ତି
Translation in other languages :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimblenessMeaning : ଯେଉଁଥିରେ ଉତ୍ସାହ ଅଛି କିମ୍ବା ଉତ୍ସାହରେ ଭରପୂର୍ଣ୍ଣ
Example :
ସେ ଉତ୍ସାହ ସହକାରେ ଭାଷଣ ଦେଲା
Synonyms : ଆବେଶପୂର୍ଣ୍ଣ, ସରଗରମ
Translation in other languages :
Having or expressing strong emotions.
passionate