Subscribe
URL of the page has been copied to clipboard.
Meaning : ଛିନ୍ନଭିନ୍ନ ବା ନଷ୍ଟଭ୍ରଷ୍ଟ କରିବା
Example : ରାଜାଙ୍କ ସୈନିକମାନେ ଗାଁଗୁଡ଼ିକୁ ନଷ୍ଟଭ୍ରଷ୍ଟ କରିଦେଲେ
Synonyms : ଛିନ୍ନଭିନ୍ନ କରିବା, ଧ୍ୱଂସ କରିବା, ନଷ୍ଟଭ୍ରଷ୍ଟ କରିବା
Translation in other languages :हिन्दी English
उच्छिन्न या नष्ट-भ्रष्ट करना।
Do away with, cause the destruction or undoing of.
Meaning : କୌଣସି ଜମାହୋଇଥିବା ବା ଗଢ଼ାହୋଇଥିବା ବସ୍ତୁକୁ ହଟେଇ ଅଲଗା କରିବା
Example : ସେ ଛୋଟ ଗଛକୁ ଅନ୍ୟ ଜାଗାରେ ଲଗାଇବାପାଇଁ ତାକୁ ଓପାଡ଼ିଲା
Synonyms : ଓପାଡ଼ିବା
किसी ऐसी वस्तु को खींच या निकालकर अलग करना जिसकी जड़ या नीचे का भाग भूमि के भीतर गढ़ा, जमा या धँसा हो।
Pull up (weeds) by their roots.
Install App