Meaning : ରାଜା ବିରାଟଙ୍କ ପୁତ୍ର
Example :
ଉତ୍ତର କୁମାରଙ୍କ ଭଉଣୀ ଉତ୍ତରାଙ୍କ ବିବାହ ଅଭିମନ୍ୟୁଙ୍କ ସହିତ ହୋଇଥିଲା
Synonyms : ଉତ୍ତର କୁମାର
Translation in other languages :
Meaning : କୌଣସି ପ୍ରଶ୍ନ ବା କଥା ଶୁଣି ତାହାର ସମାଧାନ କରିବା ନିମନ୍ତେ କୁହାଯାଇଥିବା କଥା
Example :
ଆପଣ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି
Synonyms : ଜବାବ୍
Translation in other languages :
Meaning : ଗୋଟିଏ କାବ୍ୟାଳଙ୍କାର
Example :
ଉତ୍ତର ଅଳଙ୍କାରରେ ଉତ୍ତର ଶୁଣିଲାମାତ୍ରେ ପ୍ରଶ୍ନକୁ ଅନୁମାନ କରାଯାଏ
Synonyms : ଉତ୍ତର ଅଳଙ୍କାର
Translation in other languages :
Meaning : ଦକ୍ଷିଣ ଦିଗର ସମ୍ମୁଖସ୍ଥ ଦିଗ
Example :
ଭାରତର ଉତ୍ତରରେ ହିମାଳୟ ପର୍ବତ ବିରାଜମାନ
Synonyms : ଉତ୍ତର ଦିଗ, ଉତ୍ତର ଦିଶା, ଉଦୀଚୀ
Translation in other languages :
दक्षिण दिशा के सामने की दिशा।
भारत के उत्तर में हिमालय पर्वत विराजमान है।Meaning : ଉତ୍ତର ଦିଗରେ ଥିବା ପ୍ରଦେଶ
Example :
ମହେଶ ଉତ୍ତରର ବାସିନ୍ଦା
Translation in other languages :
Meaning : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଶୂନ୍ୟଠାରୁ ତିନିଶହ ଷାଠିଏ ଡିଗ୍ରୀ ଉପରେ ହୋଇଥାଏ
Example :
ଉତ୍ତର ସର୍ବଦା ଉତ୍ତର ଦିଗଆଡ଼କୁ ହିଁ ହୋଇଥାଏ
Translation in other languages :
* दिक्सूचक-यंत्र का वह प्रधान बिन्दु जो शून्य या तीन सौ साठ डिग्री पर होता है।
उत्तर हमेशा उत्तर दिशा की ओर ही होता है।Meaning : ବୈଦିକ କାଳର ଗୋଟିଏ ଗୀତ
Example :
ଗାୟକ ଉତ୍ତର ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି
Translation in other languages :
Meaning : ଉତ୍ତର ଦିଗ ସହ ସମ୍ବନ୍ଧିତ
Example :
ଉତ୍ତର ଆମେରିକାର ଅନେକ ଦେଶ ଉନ୍ନତ
Translation in other languages :