Meaning : ଧାତୁ,ପଥର ଉପରେ ଉତ୍କୀର୍ଣ୍ଣ କରାଯାଇଥିବା ପ୍ରତିମା
Example :
ଏଲୋରା ଗୁମ୍ଫାରେ ବହୁତଗୁଡିଏ ଖୋଦିତ ପ୍ରତିମା ଅଛନ୍ତି
Synonyms : ଉତ୍କୀର୍ଣ୍ଣ ମୂର୍ତ୍ତି, ଖୋଦିତ ପ୍ରତିମା, ଖୋଦିତ ମୂର୍ତ୍ତି
Translation in other languages :
धातु,पत्थर आदि पर उत्कीर्ण की गई प्रतिमा।
एलोरा की गुफाओं में बहुत सारी प्रतिमाएँ हैं।A sculpture representing a human or animal.
statue