Meaning : ଭାବ, ମୂଲ୍ୟ, ମହତ୍ତ୍ୱଆଦିର ଶ୍ରେଷ୍ଠ ଅବସ୍ଥା
Example :
ସେ ଆଜିକାଲି ତାର ସଫଳତାର ଶୀର୍ଷରେ ପହଞ୍ଚିଛି
Synonyms : ଶୀର୍ଷ ଦେଶ
Translation in other languages :
High status importance owing to marked superiority.
A scholar of great eminence.