Meaning : ଲେଖା, ଚିତ୍ର ଆଦିର ଅବିକଳ ରୂପ ତିଆରିକରିବା
Example :
ବିଦ୍ୟାର୍ଥୀମାନେ କଳାପଟା ଉପରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ଖାତାରେ ଉତାରିଲେ
Synonyms : ନକଲକରିବା, ପ୍ରତିରୂପକରିବା
Translation in other languages :
लिखावट,चित्र आदि का जैसा है वैसा ही रूप बनाना।
विद्यार्थी ने श्यामपट्ट पर लिखे प्रश्नों को अपनी पुस्तिका में उतारा।Meaning : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
Example :
କଂସେଇ ଛେଳିର ଚମଡା ଉତାରୁଛି
Translation in other languages :
Peel off the outer layer of something.
peel offMeaning : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
Example :
ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
Synonyms : ତିଆରିକରିବା
Translation in other languages :
Meaning : ପିନ୍ଧା ବସ୍ତୁକୁ ଖୋଲିବା
Example :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
Synonyms : ଖୋଲିବା, ବାହାର କରିବା
Translation in other languages :
Meaning : ଛାଡ଼ି ଯିବା
Example :
ଆଜି ସକାଳେ ହିଁ ତାର ଜ୍ୱର ଛାଡ଼ିଲା ଘଣ୍ଟେ ପରେ ମନୋଜର ନିଶା ଛାଡ଼ିଲା
Translation in other languages :