Meaning : ଦୁର୍ଗଭଳି ଦୃଢ ତଥା ସୁରକ୍ଷିତ ବୋଲି ଗ୍ରହଣ କରାଯାଉଥିବା ଚାରୋଟି ଇଂଜିନଯୁକ୍ତ ଏକ ବହୁତ ବଡ ସାମରିକ ଉଡାଜାହାଜ
Example :
ଦ୍ବିତୀୟ ବିଶ୍ବଯୁଦ୍ଧରେ ଉଡନ୍ତା ଦୁର୍ଗର ସର୍ବାଧିକ ବ୍ୟବହାର ହୋଇଥିଲା
Synonyms : ଉଡନ୍ତା କିଲା, ଉଡନ୍ତା ଗଡ
Translation in other languages :
A vehicle that can fly.
aircraft