Meaning : ଯେଉଁ ଦିଗରୁ ଜଳ ପ୍ରବାହ ଆସେ
Example :
ମାଛମାନେ ଉଠାଣି ଆଡ଼କୁ ଉଠୁଛନ୍ତି
Translation in other languages :
Meaning : ଯେଉଁସ୍ଥାନ ଉପରଆଡ଼କୁ ଉଚା ହୋଇଯାଇଛି
Example :
ଉଠାଣି ଉପରେ ଗାଡ଼ି ଧୀରେ ଚଲାଇବା ଉଚିତ
Translation in other languages :
Meaning : ଉପର ହେବାର ଅବସ୍ଥା
Example :
ଉଠାଣିରେ ବାୟୁର ଚାପ କମ ହୁଏ
Translation in other languages :