Meaning : କାହାକୁ ଦିଆଯାଇଥିବା ଖାଦ୍ୟରୁ ଖାଇସାରିବା ପରେ ବଳିଥିବା ଅଂଶ
Example :
କାହାରିକୁ ଅଇଁଠା ଦେବା ଅନୁଚିତ
Translation in other languages :
किसी को दिए गए भोजन में से खाने के बाद बची वस्तु।
जूठन किसी को नहीं देनी चाहिए।Meaning : ଯାହାକୁ ପୂର୍ବରୁ ଅନ୍ୟକେହି ଉପଭୋଗ କରିସାରିଛି
Example :
ଅଇଁଠା ଭୋଜନ ଭଗବାନଙ୍କୁ ଅର୍ପଣ କରାଯାଏନାହିଁ
Translation in other languages :