Subscribe
URL of the page has been copied to clipboard.
Meaning : ଆବେଗ, ଉତ୍ସୁକତା, ବ୍ୟଗ୍ରତା ଆଦିର ହଠାତ ଏଭଳି ପ୍ରଦର୍ଶନ ଯାହା ଶେଷରେ ନିରର୍ଥକ ବୋଲି ସିଦ୍ଧ ହୁଏ
Example : ତୁମ ଡିଆଁକୁଦାର ପରିଣାମ କଣ ହେଲା
Synonyms : ଡିଆଁକୁଦା
Translation in other languages :हिन्दी
आवेग, उत्सुकता, व्यग्रता आदि का अचानक ऐसा प्रदर्शन जो अंत में प्रायः निरर्थक सिद्ध हो।
Meaning : ବହୁତ ଅଧିକ ଭରିଯିବା କାରଣରୁ ପାଣି ଉବୁଟୁବୁ ହୋଇ ଏପାଖସେପାଖ ବୋହିବାର କ୍ରିୟା
Example : ନଦୀ ଉଛୁଳିବାରୁ ବନ୍ଧ ଭାଙ୍ଗିଗଲା
Synonyms : ଉଛୁଳିବା, ଉଦ୍ଗମନ
बहुत अधिक भर जाने के कारण जल के छलककर इधर-उधर बहने की क्रिया।
Install App