Subscribe
URL of the page has been copied to clipboard.
Meaning : ସ୍ଫୀତ ହେବାର ଅବସ୍ଥା
Example : ଭୂପୃଷ୍ଠର ଉପରିଭାଗରେ ଠାଏ ଠାଏ ଉଚ୍ଚା ରହିଛି
Translation in other languages :हिन्दी English
उभरे होने की अवस्था।
Something that bulges out or is protuberant or projects from its surroundings.
Meaning : ବହୁତ ବଡ଼ ଓ ବିଶେଷ ଉଚ୍ଚତାଯୁକ୍ତ ବା ଯାହାର ବିସ୍ତ୍ରୃତି ଉପର ଆଡ଼କୁ ହୋଇଛି
Example : ଏଭେରେଷ୍ଟ ହିମାଳୟର ସବୁଠୁଁ ଉଚ୍ଚ ଶିଖର ତାର ଲଲାଟ ଉଚ୍ଚ ମୟଙ୍କ ଆଣ୍ଠୁପର୍ଯ୍ୟନ୍ତ ଉଚ୍ଚ ପ୍ୟାଣ୍ଟ ପିନ୍ଧେ
Synonyms : ଉଚ୍ଚ, ଉଞ୍ଚ, ଉଞ୍ଚା, ଉତ୍ତୁଙ୍ଗ, ଉନ୍ନତ, ତୁଙ୍ଗ
Translation in other languages :हिन्दी
बहुत बड़ा या विशेष ऊँचाई का या जिसका विस्तार ऊपर की ओर अधिक हो।
Meaning : ସାମାନ୍ୟ ଉପରକୁ ଉଠିଥିବା ବା ଫୁଲିଥିବା
Example : ଜମିର ଢ଼ିପକୁ ଖୋଳି ସମତଳ କରାଗଲା
Synonyms : ଉଚ୍ଚଯାଗା, ଉଠାଣିଆ, ଢ଼ିପ
सामान्य से उठा या उभरा हुआ।
Install App