Meaning : ଯିଏ ନୈତିକତାରେ ପୂର୍ଣ୍ଣ
Example :
ନୈତିକତାପୂର୍ଣ୍ଣ କାମହିଁ କରିବା ଉଚିତ
Synonyms : ଠିକ, ନୀତିପୂର୍ଣ୍ଣ, ନୈତିକ, ନୈତିକତାପୂର୍ଣ୍ଣ
Translation in other languages :
Meaning : ଯେଉଁଭଳି ହେବା ଦରକାର ସେଭଳି
Example :
ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
Synonyms : ଉପଯୁକ୍ତ, ଠିକ, ଯୋଗ୍ୟ, ସମୁଚିତ
Translation in other languages :
Suitable for a particular person or place or condition etc.
A book not appropriate for children.Meaning : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
Example :
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
Synonyms : ଉପଯୁକ୍ତ, ଠିକ୍, ଯଥାର୍ଥ, ଯଥୋଚିତ, ସଙ୍ଗତ, ୱାଜିବ
Translation in other languages :
Suitable for a particular person or place or condition etc.
A book not appropriate for children.