Subscribe
URL of the page has been copied to clipboard.
Meaning : ତନ୍ତ୍ରରେ ବର୍ଣ୍ଣିତ ଜଣେ ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କର ଉପାସନା କରୁଥିବା ଲୋକମାନଙ୍କୁ ଶାକ୍ତ କୁହାଯାଏ
Example : ପ୍ରାଚୀନକାଳରୁ ଶକ୍ତିଙ୍କ ଉପାସନା ଚାଲିଆସିଛି
Synonyms : ଶକ୍ତି
Translation in other languages :हिन्दी English
तंत्र में वर्णित एक अधिष्ठात्री देवी जिसकी उपासना करने वाले शाक्त कहलाते हैं।
The female or generative principle. Wife of Siva and a benevolent form of Devi.
Install App