Meaning : ସଙ୍କେତ ରୂପରେ ହେଉଥିବା କଥନ
Example :
କବିଙ୍କ ସାଙ୍କେତିକ କଥନର ମର୍ମ ବୁଝିବା ସହଜ ନୁହେଁ
Synonyms : ସାଙ୍କେତିକ କଥନ
Translation in other languages :
Meaning : ଅଙ୍ଗୁଳିଦ୍ୱାରା କରାଯାଇଥିବା ସଙ୍କେତ
Example :
ହରିଶ୍ଚନ୍ଦ୍ର ଅଙ୍ଗୁଳି ସଙ୍କେତରେ ମୋତେ ଡାକୁଛନ୍ତି
Synonyms : ଅଙ୍ଗୁଳି ସଙ୍କେତ
Translation in other languages :
उँगली द्वारा किया जाने वाला संकेत।
हरिश्चन्द्र इशारे से मुझे बुला रहा है।Meaning : କୌଣସି ହାଲୁକା ଆଧାର ବା ସାହାରା
Example :
ଟଳଟଳ ବିଶ୍ବାସର ସୂକ୍ଷ୍ମ ଆଧାର ଉପରେ ତିଷ୍ଠି ରହିଥିବା ସମ୍ବନ୍ଧ କେତେ ସମୟ ପର୍ଯ୍ୟନ୍ତ ରହି ପାରିବ
Synonyms : ସୂକ୍ଷ୍ମ ଆଧାର
Translation in other languages :
कोई हल्का आधार या सहारा।
डगमगाते विश्वास के सूक्ष्म आधार पर टिका संबंध कब तक बना रह सकता है।