Meaning : ଧର୍ମଗ୍ରନ୍ଥରେ ସ୍ୱୀକାର କରାଯାଇଥିବା ସର୍ବୋଚ୍ଚ ସତ୍ତା ଯେ ସୃଷ୍ଟିର ଅଧିକାରୀ
Example :
ଇଶ୍ୱର ସର୍ବବ୍ୟାପୀ ଇଶ୍ୱର ଆମ ସମସ୍ତଙ୍କ ରକ୍ଷକ
Synonyms : ଅନ୍ତର୍ଯ୍ୟାମୀ, ଆଦିକର୍ତ୍ତା, ଆଦିକାରଣ, ଈଶ୍ୱର, ବିଭୁ, ଭଗବାନ, ଭବଧାରଣ, ସମସ୍ତଙ୍କ ରକ୍ଷକ, ସର୍ବବ୍ୟାପୀ, ସର୍ବରକ୍ଷକ
Translation in other languages :
धर्मग्रंथों द्वारा मान्य वह सर्वोच्च सत्ता जिसे सृष्टि का स्वामी माना जाता है।
ईश्वर सर्वव्यापी है।The supernatural being conceived as the perfect and omnipotent and omniscient originator and ruler of the universe. The object of worship in monotheistic religions.
god, supreme being