Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଇଭ from ଓଡ଼ିଆ dictionary with examples, synonyms and antonyms.

ଇଭ   ବିଶେଷ୍ୟ

Meaning : ୟୁହୁଦୀ ଏବଂ ଖ୍ରୀଷ୍ଟିୟାନ ଧର୍ମାନୁସାରେ ମାନବଜାତିର ଜନନୀ ତଥା ପ୍ରଥମ ମହିଳା କୁହାଯାଉଥିବା ଆଡାମଙ୍କ ପତ୍ନୀ

Example : ଈଶ୍ବର ଇଭଙ୍କୁ ଆଡାମଙ୍କ ପଞ୍ଜରାହାଡରୁ ତିଆରି କରିଥିଲେ

Meaning : ପୈଗମ୍ବରୀ ମତ ଅନୁସାରେ ଆଦାମଙ୍କ ପତ୍ନୀ ସଂସାରର ପ୍ରଥମ ସ୍ତ୍ରୀ ଥିଲେ

Example : ପୈଗମ୍ବରୀ ମତ ଅନୁସାରେ ସମଗ୍ର ମଣିଷ ଜାତିର ଉତ୍ପତ୍ତି ଇଭ୍‌ଙ୍କ ଠାରୁ ହୋଇଛି

Synonyms : ହୌୱା


Translation in other languages :

यहूदी, ईसाई तथा पैगंबरी मत के अनुसार संसार की वह पहली स्त्री जो आदम की पत्नी थी।

सारी मनुष्य जाति की उत्पत्ति हौवा से ही हुई है।
ईव, ईवा, हव्वा, हौआ, हौवा