Meaning : ଯେଉଁ ପଦାର୍ଥ ଜଳିଲେ ଶକ୍ତି ମିଳେ
Example :
କିଛି ଖଣିଜ ପଦାର୍ଥକୁ ଇନ୍ଧନ ରୂପରେ ପ୍ରୟୋଗ କରାଯାଏ
Translation in other languages :
A substance that can be consumed to produce energy.
More fuel is needed during the winter months.