Meaning : ସମାପ୍ତ ହେବା କ୍ରିୟା ବା ଭାବ
Example :
ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା
Synonyms : ଅନ୍ତ, ଅବସାନ, ଇତି, ଉପସଂହାର, ପରିଶେଷ, ସମାପ୍ତି
Translation in other languages :
समाप्त होने की क्रिया, अवस्था या भाव।
महात्मा गाँधी के मरने के साथ ही एक युग की समाप्ति हो गई।