Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଇତି from ଓଡ଼ିଆ dictionary with examples, synonyms and antonyms.

ଇତି   ବିଶେଷ୍ୟ

Meaning : ସମାପ୍ତ ହେବା କ୍ରିୟା ବା ଭାବ

Example : ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା

Synonyms : ଅନ୍ତ, ଅବସାନ, ଇତିଶ୍ରୀ, ଉପସଂହାର, ପରିଶେଷ, ସମାପ୍ତି


Translation in other languages :

The act of ending something.

The termination of the agreement.
conclusion, ending, termination

Meaning : କୌଣସି ବସ୍ତୁଆଦିର ସମାପ୍ତ ହେବା ଅବସ୍ଥା ବା ଭାବ

Example : କଳିଯୁଗର ଅନ୍ତ ନିଶ୍ଚିତ

Synonyms : ଅନ୍ତ, ଅବସାନ, ଉପସଂହାର, ଶେଷ, ସମାପ୍ତି

Meaning : କୌଣସି ଘଟଣା ଆଦିର ନିଷ୍ପାଦନୀୟ ବା ଅନ୍ତିମ ଭାଗ

Example : ଏହି ପୁସ୍ତକର ଶେଷଭାଗ ପଢ଼ିବାପରେ ହିଁ ଆପଣ କୌଣସି ନିଷ୍କର୍ଷରେ ପହଞ୍ଚିବେ

Synonyms : ଅନ୍ତ, ଅନ୍ତିମ ଭାଗ, ଉପସଂହାର, ଶେଷଭାଗ


Translation in other languages :

किसी घटना आदि का निष्पादनीय या अंतिम भाग।

इस पुस्तक का अंत पढ़ने के बाद ही आप किसी निष्कर्ष पर पहुँचेंगे।
अंत, अन्त, उपसंहार