Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଇଚ୍ଛାହୀନ from ଓଡ଼ିଆ dictionary with examples, synonyms and antonyms.

ଇଚ୍ଛାହୀନ   ବିଶେଷଣ

Meaning : ଯେଉଁଥିରେ ଇଚ୍ଛା ନାହିଁ

Example : ଇଚ୍ଛାହୀନ ବ୍ୟକ୍ତିଙ୍କ ଜୀବନ ଶାନ୍ତିପୂର୍ଣ୍ଣ ଭାବେ କଟେ

Synonyms : ଆକାଂକ୍ଷାହୀନ, ନିଷ୍କାମ, ନିଷ୍ପୃହ


Translation in other languages :

Free from physical desire.

Platonic love.
platonic

Meaning : ଯାହାର ଇଚ୍ଛା ହୁଏନାହିଁ

Example : ଇଚ୍ଛାହୀନ ବ୍ୟକ୍ତିର କୌଣସି ପ୍ରକାରର ଦୁଖ ହୁଏନାହିଁ

Synonyms : ଅନଭିଳାସୀ, ଅମନସ୍କ, ନିସ୍ପୃହ