Meaning : ଇଚ୍ଛା କରିବା
Example :
ମୁଁ ଆପଣଙ୍କଠାରୁ ଆର୍ଥିକ ସହାୟତା ଇଚ୍ଛା କରୁଛି ମୁଁ ଚାହୁଁଛି ଯେ ଭବିଷ୍ୟତରେ ସବୁକିଛି ଠିକ ହୋଇଯିବ
Translation in other languages :
इच्छा रखना।
मैं आपसे आर्थिक सहायता चाहता हूँ।Regard something as probable or likely.
The meteorologists are expecting rain for tomorrow.Meaning : ଇଚ୍ଛା କରିବା ବା କାମନା କରିବା
Example :
ଚପରାଶୀ ଘରକୁ ଯିବାକୁ ଇଚ୍ଛା କରୁଛି
Synonyms : ଇଚ୍ଛା ହେବା, କାମନା କରିବା, ବାଞ୍ଛା କରିବା, ମନ କରିବା, ମନହେବା
Translation in other languages :
इच्छा करना या कामना करना।
चपरासी घर जाने की इच्छा कर रहा है।Meaning : କୌଣସି କାମ କରିବାପାଇଁ ଇଚ୍ଛା ଓ ବିଚାର କରିବା
Example :
ଆସନ୍ତା ବର୍ଷ ବିଦେଶ ଯିବାର ଯୋଜନା ରହିଛି
Synonyms : ଉଦ୍ଦେଶ୍ୟ ରହିବା, ମନହେବା, ଯୋଜନା ରହିବା
Translation in other languages :