Meaning : କାହାକୁ ଅଧୀନକୁ ଆଣିବାର ପ୍ରକ୍ରିୟା
Example :
ହିଂସ୍ର ପଶୁଙ୍କୁ ବଶ କରିବା ଅତି କଷ୍ଟ
Synonyms : ବଶ
Translation in other languages :
Meaning : ନିୟମିତ ରୂପେ କୌଣସି କଥାର ଅନୁସରଣ
Example :
ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
Synonyms : ଅଧୀନ
Translation in other languages :
Meaning : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
Example :
ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
Synonyms : ଅଧୀନ, ଅନୁଗତ, ଶାସନାନ୍ତର୍ଗତ
Translation in other languages :
Meaning : ଯେ କାହାରି ବଶରେ ଅଛି
Example :
ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
Translation in other languages :