Subscribe
URL of the page has been copied to clipboard.
Meaning : ଜନ୍ମକୁଣ୍ଡଳୀର ଏଗାରତମ ସ୍ଥାନ
Example : ଆୟରେ ସ୍ଥିତ ରାଶି ବା ଗ୍ରହ ଉପରେ ବ୍ୟକ୍ତିର ଆମଦାନୀ ନିର୍ଭର କରେ
Translation in other languages :हिन्दी
जन्मकुंडली में ग्यारहवाँ स्थान।
Meaning : ଲାଭଆଦି ରୂପରେ ଆସୁଥିବା ବା ମିଳୁଥିବା ଧନ
Example : କୃଷି ହିଁ ଆମ ଆୟର ମୁଖ୍ୟ ସାଧନ
Synonyms : ଅର୍ଥଲାଭ, ଇନକମ୍, ଉପାର୍ଜନ, କମାଣି, କମେଇ, ରୋଜଗାର
Translation in other languages :हिन्दी English
लाभ आदि के रूप में आने या प्राप्त होने वाला धन।
The financial gain (earned or unearned) accruing over a given period of time.
Install App