Subscribe
URL of the page has been copied to clipboard.
Meaning : ସାମନା ବସ୍ତୁ ଦେଖା ନ ଯିବାପାଇଁ ରହିଥିବା ବନ୍ଧକ
Example : ରାମ ବାଳୀକୁ ଗଛ ଆଢ଼ୁଆଳରୁ ମାରିଲେ
Synonyms : ଅନ୍ତର୍ପଟ, ଆଢ଼ୁଆଳ
Translation in other languages :हिन्दी
ऐसी रोक जिससे सामने की वस्तु दिखाई न पड़े।
Meaning : ସଂଗୀତରେ ଅଷ୍ଟତାଳର ଗୋଟିଏ ପ୍ରକାର
Example : ସଂଗୀତକାର ଆଡ଼ ତାଳ ସଂପର୍କରେ ଜଣାଉଥିଲେ
Synonyms : ଆଡ଼ ତାଳ
संगीत में अष्टताल का एक प्रकार।
Meaning : ଯାହା ଦିଗ୍ବଳୟ ଠାରୁ ସମାନ ଦୂରତ୍ୱରେ ଅଛି
Example : ଦିଗ୍ବଳୟ ରେଖା ଏବଂ ଲମ୍ବରେଖାର ମିଳନ ବିନ୍ଦୁ ଠାରେ ନବେ ଡିଗ୍ରୀର କୋଣ ତିଆରି ହୁଏ
Synonyms : ଅନୁପ୍ରସ୍ଥ, ଦିଗ୍ବଳୟ
Translation in other languages :हिन्दी English
जो क्षितिज के समान अन्तर पर हो।
Parallel to or in the plane of the horizon or a base line.
Install App