Meaning : ତାଳପକାଇବାର ଶବ୍ଦ
Example :
ସଙ୍ଗୀତ ଶିଖୁଥିବା ପିଲାମାନଙ୍କର ତାଳପକା ଶବ୍ଦ ସ୍ପଷ୍ଟ ଶୁଣା ଯାଉଥିଲା
Synonyms : ତାଳପକା ଶବ୍ଦ
Translation in other languages :
Meaning : ତାଳ ପକାଇବାର କ୍ରିୟା
Example :
ବୀଣାର ମଧୁର ତାନ ମଝିରେ ତବଲାବାଦକର ତାଳପକା ଶବ୍ଦ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି
Synonyms : ତାଳପକା ଶବ୍ଦ
Translation in other languages :
ताल ठोंकने की क्रिया।
वीणा के मधुर तान के बीच तबलची का आस्फोटन दर्शकों को मंत्रमुग्ध किए हुए है।